Jump to content

ପେଟେରା

ଉଇକିଅଭିଧାନ‌ରୁ

ପେଟେରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପେଟକ; ପିଟକ)

[ସମ୍ପାଦନା]
୧. ପେଡ଼ି; ପେଡ଼ା; ବାଉଁଶ ବା ବେତନିର୍ମିତ ଆବରଣଯୁକ୍ତ ପେଡ଼ା —୧. A basket with a moving cover.
୨. ସିନ୍ଧୁକ; ବାକ୍ସ —୨. A trunk; a box.

ଦେଶଜ - ବିଶେଷଣ -

[ସମ୍ପାଦନା]

ପେଟୁଆ (ଦେଖ) - —Peṭuā (See)



ପେଟେରା

ଉଚ୍ଚାରଣ

[ସମ୍ପାଦନା]

(ପେଟ୍ରା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେଟକ)

[ସମ୍ପାଦନା]

ପେଟରା (ଦେଖ) - — Peṭarā (See)