Jump to content

ପେଟ ଉଲଟିବା

ଉଇକିଅଭିଧାନ‌ରୁ

ପେଟ ଉଲଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପେଟ ଲେଉଟିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଜୀର୍ଣ୍ଣ ଯୋଗୁଁ ଖୁବ୍ ଝାଡ଼ା ବା ବାନ୍ତିର ବେଗ ଜଣାଯିବା —୧. A tendency to vomit or pass stool as a result of indigestion.
୨. ଅଜୀର୍ଣ୍ଣ ଯୋଗୁଁ ଖୁବ୍ ଝା଼ଡ଼ା ହେବା —୧. Passing of copious stools owing to indigestion.