ପେଟ ଓଲଟିବା
ଦେଖଣା
ପେଟ ଓଲଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟ ଓଲଟିବା
|
(ପେଟ ଲେଉଟିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଜୀର୍ଣ୍ଣ ଯୋଗୁଁ ଖୁବ୍ ଝାଡ଼ା ବା ବାନ୍ତିର ବେଗ ଜଣାଯିବା —୧. A tendency to vomit or pass stool as a result of indigestion.
- ୨. ଅଜୀର୍ଣ୍ଣ ଯୋଗୁଁ ଖୁବ୍ ଝା଼ଡ଼ା ହେବା —୧. Passing of copious stools owing to indigestion.