ପେଟ କଅଣ ହେବା
ଦେଖଣା
ପେଟ କଅଣ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟ କଅଣ ହେବା
|
ପେଟ ଖେଞ୍ଚିବା, ପେଟ ବଥା(ଥେ)ଇବା, ପେଟ,ଖେଞ୍ଚି ହେବା, ପେଟ ଦୁଖା(ଖେ)ଇବା,ପେଟ ଦୁଖ ହେବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପେଟରେ ବ୍ୟଥା ହେବା; ପେଟକୁ ମାରିବା —୧. Colic pain.
- ୨. ଅଜୀର୍ଣ୍ଣ ବା ବାୟୁ ଯୋଗୁଁ ପେଟରେ ଦୁଃଖାନୁଭୂତି —୨. Stomachic trouble due to indigestion or wind.