ପେଟ କରିବା
ଦେଖଣା
ପେଟ କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପେଟ କାଢ଼ିବା (ଦେଖ) - ୧. Peṭa kāṟḍ̠ẖibā (See)
- ୨. ପେଟରେ କରିବା (ଦେଖ) - — ୨. Peṭare karibā (See)
ବନକୁ ଏକାକୀ କେଭେଁ ନ ଯିବୁ ଅମ୍ୱିକା ବନେ ମିଶି ପେଟ କରି ଦେବେ ଋଷି ଟୋକା— କୃଷ୍ଣସିଂହ. ମହାଭାରତ. ମଧ୍ୟ