ପେଟ କାଟ
ଦେଖଣା
ପେଟ କାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖାଦ୍ୟ ବନ୍ଦ କରିବା — ୧. Stopping of one's food.
ପେଟ କାଟ ମୁଣ୍ଡ କାଟ ଏକା କଥା—ଢଗ
- ୨. ପୂର୍ଣ୍ଣ ଭୋଜନ ନ କରି ଅଳ୍ପ ଅଳ୍ପ ଖାଇବା — ୨. Taking less than one's usual meal.
- ୩. ବ୍ୟୟ ଲାଘବ କରଣାର୍ଥ ଅଳ୍ପ ଖାଇବା — ୩. Eating less than what is necessary with a view to retrenchment.