ପେଟ ଖଙ୍କାଳିବା
(ପେଟ (ଖ)ଖାଙ୍କିବା—ଅନ୍ୟରୂପ)
ପେଶିକୁ ଚାଳନ କରିବାଦ୍ୱାରା ପେଟକୁ ଗୃହ୍ୱତାକୃତି କରିବା — To make the belly recede towards the back by muscular effort.