ପେଟ ଖସେଇବା
ଦେଖଣା
ପେଟ ଖସେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟ ଖସେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ହାତଦ୍ୱାରା ପେଟରେ ତେଲ ମର୍ଦ୍ଦନ କରି ଉପରୁ ତଳକୁ ଓ ତଳୁ ଉପରକୁ ହାତ ଚଳାଇବା — ୧. To massage the outside of the stomach.
- ୨. ସ୍ତ୍ରୀର ଗର୍ଭସ୍ରାବ ବା ଗର୍ଭପାତ କରିବା; ପେଟ ଭଙ୍ଗାଇବା — ୨. To cause abortion; to bring about miscarriage.