Jump to content

ପେଟ ଖୁଞ୍ଚି ହେବା

ଉଇକିଅଭିଧାନ‌ରୁ

ପେଟ ଖୁଞ୍ଚି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ପେଟ କଣ୍ଟା ମାଇ(ରି)ଲା ଭଳି ହେବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉଦର ମଧ୍ୟରେ କଣ୍ଟା ଫୋଡ଼ିବା ପରି ଯନ୍ତ୍ରଣା ହେବା; ପେଟକୁ ମାରିବା — Stinging sensation inside the stomach; colic pain.