ପେଟ ଘାଣ୍ଟି ହେବା
ଦେଖଣା
ପେଟ ଘାଣ୍ଟି ହେବା
ଉଚ୍ଚାରଣ
[ସମ୍ପାଦନା]ପେଟ ଘାଣ୍ଟି ଚକଟି ହେବା;ପେଟ ଚକଟି ହେବା,ପେଟ ଗୁରାଣ୍ଡି ହେବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ପେଟ ଘାଣ୍ଟି ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଜୀର୍ଣ୍ଣ ବା ବାୟୁ ଯୋଗୁଁ ଉଦର ମଧ୍ୟରେ ଆନ୍ଦୋଳନ ଓ ଶବ୍ଦର ଅନୁଭୂତି ହେବା —୧. Agitation inside the stomach due to indigestion or wind.
- ୨. ଘୋର ଚିନ୍ତା —୨. Great anxiety.