Jump to content

ପେଟ ଚିରିବା

ଉଇକିଅଭିଧାନ‌ରୁ

ପେଟ ଚିରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗର୍ଭିଣୀର ପେଟକୁ ଅସ୍ତ୍ରଦ୍ୱାରା ଚିରି ପିଲାକୁ ବାହାର କରିବା —୧. To rip open the stomach of a pregnant woman and bring out the child from it.

[ଦ୍ରଷ୍ଟବ୍ୟ —ପ୍ରସବ କରି ନ ଥିବା ପୂର୍ଣ୍ଣଗର୍ଭା ସ୍ତ୍ରୀ ମୃତା ହେଲେ ଶ୍ମଶାନରେ ତାହାର ଗର୍ଭ ଚିରା ହୋଇ ତା ପେଟକୁ ଭ୍ରୂଣ କଢ଼ା ହେବା ପରେ ମାତାର ଶବକୁ ଓ ଭ୍ରୃଣକୁ ଦାହ କରାଯାଏ ଏଥିପାଇଁ ସ୍ତ୍ରୀମାନଙ୍କ ମଧ୍ୟରେ ଗୋଟିଏ ଗାଳି ଅଛି'ତୋ ପେଟ ଚିରା ହେଉ' ଅର୍ଥାତ୍ ତୁ ପ୍ରସବ କରି ନ ପାରି ମର୍ ]

୨. ଉଦର ମଧ୍ୟସ୍ଥ ଅର୍ବୁଦ ଆଦିକୁ ଚିକିତ୍ସା କରିବା ପାଇଁ ପେଟରେ ଅସ୍ତ୍ରୋପଚାର କରିବା —୨. To perform an operation in the stomach.