ପେଟ ଛପେଇବା
[ପେଟ ନୁ (ଲୁ)ଚା (ଚେ)ଇବା—ଅନ୍ୟରୂପ]
ନିଜର ଗର୍ଭାବସ୍ଥା ଗୋପନ କରିବା —To conceal one's pregnancy.
(ଯଥା—ଧାଈକୁ ପେଟ ଛପାଇବା ନ୍ୟାୟ)