Jump to content

ପେଟ ଥଣ୍ଡା ହେବା

ଉଇକିଅଭିଧାନ‌ରୁ

ପେଟ ଥଣ୍ଡା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଖାଦ୍ୟଦ୍ୱାରା ଜଠରାଗ୍ନିର ଶାନ୍ତି; ଭୋଜନଦ୍ୱାରା ପରିତୃପ୍ତି — ୧. Satiety on taking food.
୨. ଔଷଧି ପ୍ରୟୋଗରେ ଉଦର ମଧ୍ୟରେ ଅନୁଭୂତ ଦାହର ନିବୃତ୍ତି —୨. Allevation of burning sensation inside the stomach by medicine.