Jump to content

ପେଟ ଦୁଃଖ

ଉଇକିଅଭିଧାନ‌ରୁ

ପେଟ ଦୁଃଖ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପେଟ ଦୁଖ, ପେଟର ଦୁଃଖ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାକ ଯନ୍ତ୍ରର ବିକ୍ରିୟା — ୧. Derangement of the stomach; digestive troubles.
୨. ମନୋଗତ ବେଦନା —୨. Internal troubles.

ସେ ପରା ଚଢ଼େଇ ପେଟର ଦୁଃଖ ଜାଣି ପାରେ—ଢ଼ଗ

୩. ପେଟ ମଧ୍ୟରେ ହେଉଥିବା ବେଦନା — ୩. The pangs felt inside the belly.

ପେଟ ଦୁଖ ପିଠି କାହୁଁ ଜାଣିବ ?—ଢ଼ଗ