ପେଟ ଦେଖେଇବା
ଦେଖଣା
ପେଟ ଦେଖେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଗର୍ଭଧାରଣ ହେବା ନ ହେବା ବିଷୟ ପରୀକ୍ଷା କରିବା ପାଇଁ ଧାଈକୁ ପେଟ ଦେଖାଇବା —୧. To have one's belly examined by a midwife to find out if one is Pregnant.
- ୨. ନିଜର ଖାଦ୍ୟାଭାବ ମୋଚନାର୍ଥ ଦାତା ଆଦିଙ୍କୁ ଆପଣା ଅବସ୍ଥା ଜଣାଇବା —୧. To express one's want before a doner.