Jump to content

ପେଟ ପାରି

ଉଇକିଅଭିଧାନ‌ରୁ

ପେଟ ପାରି

ଉଚ୍ଚାରଣ

[ସମ୍ପାଦନା]

[ପେଟ ପାରି(ରେ)ଣୀ—ଅନ୍ୟରୂପ]

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଡଙ୍ଗାର ପେଟରେ ବା ଢଳରେ ଆଡ଼ ବାଗରେ ଦିଆଯାଇଥିବା ଠେଁସ କାଠ —A cross-piece of bottom of a country boat.

[ଦ୍ରଷ୍ଟବ୍ୟ —ଏହା ଡଙ୍ଗାର କାନ୍ଥ ଦ୍ୱୟର ମୂଳକୁ ଠେଁସି କରି ରଖେ]