Jump to content

ପେଟ ପିଲା

ଉଇକିଅଭିଧାନ‌ରୁ

ପେଟ ପିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗର୍ଭସ୍ଥ ଭ୍ରୁଣ — ୧. Fœtus; embryo.

ଗନ୍ଧର୍ବଙ୍କ ମାତା ଯେ ପେଟ ପିଲାଟି ଥାନ୍ତି ନ ପକାଇ ରକତ ଟୋପାଟିକି—କୃଷ୍ଣସିଂହ. ମହାଭାରତ ବନ

୨. ମାତୃଗର୍ଭ ଉତ୍ପନ୍ନ ସନ୍ତାନ —୨. Offspring.