Jump to content

ପେଟ ପୂରା

ଉଇକିଅଭିଧାନ‌ରୁ

ପେଟ ପୂରା

ଉଚ୍ଚାରଣ

[ସମ୍ପାଦନା]

(ପେଟ ଭରି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପେଟ ଓ ପୂର୍ଣ୍ଣ)

[ସମ୍ପାଦନା]

ପୂରା ପେଟକରି ଖାଇବା; ପୂର୍ଣ୍ଣ ଭୋଜନଜନିତ ସନ୍ତୋଷ — Satisfaction due to a full meal; eating to the fill.

ବିଶେଷଣ -

[ସମ୍ପାଦନା]

ପୂର୍ଣ୍ଣ ଭୋଜନ କରିଥିବା — Having one's bellyful.

ନଈ ତଳେ ଅଙ୍କରାନ୍ତି, ପେଟ ପୂରା କରି ଥରେ ଖାଆନ୍ତି, କାଲି ହବ ସଙ୍କରାନ୍ତି ଢଗ

କ୍ରି.ବିଶେଷଣ -

[ସମ୍ପାଦନା]
୧. ପୂର୍ଣ୍ଣ ସନ୍ତୋଷ ସହିତ — ୨. With full satisfaction.
୨. ସମ୍ପୂର୍ଣ୍ଣ ସନ୍ତୋଷ ହେବା ପର୍ଯ୍ୟନ୍ତ —୨. To satiety.