ପେଟ ପୂରିବା
ଦେଖଣା
ପେଟ ପୂରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖାଦ୍ୟଦ୍ୱାରା ଉଦରର ପୂର୍ତ୍ତି — ୧. Having a full meal.
ଏତେ ଖାଇ ନ ପୂରିଲା ପେଟ ବିରି ଓଳିଆରେ ମାରୁଛ ହାତ—ଢଗ
- ୨. (ଲକ୍ଷଣାର୍ଥ) ସନ୍ତୁଷ୍ଟ ହେବା; ଆଶାର ପୂର୍ତ୍ତି — ୨. (figurative) Fulfilment of one's wish or hope.
ଚାହିଁ ଥିବୁସିନା ଖାଇବୁ ନାହିଁ. ମରୁକି ହସାରେ ପେଟ ପୂରୁଥିବ ଦିନ଼େ ପଦେ କଥା କହିବୁ ନାହିଁ—ଢଗ