Jump to content

ପେଟ ଫମ୍ପା

ଉଇକିଅଭିଧାନ‌ରୁ

ପେଟ ଫମ୍ପା

ଉଚ୍ଚାରଣ

[ସମ୍ପାଦନା]

ପେଟଫମ୍ପା(ମ୍ପେ)ଇବା;ପେଟଫାମ୍ପିବା;ପେଟଫୁଲା,ପେଟଫୁଲା(ଲେ)ଇବା, ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗର୍ଭସ୍ଫୀତି; ବାୟୁର ପ୍ରକୋପରୁ ଗର୍ଭ ସ୍ଫୀତ ହେବା —Tympanites; flatuency; swelling of the belly (due to wind in the bowels).
୨. (ପେଟ ଫୁଲାଇଲେ ମନୁଷ୍ୟ ଯେପରି ଅସ୍ଥିର ହୁଏ ସେହିପରି କୌଣସି ଗୁପ୍ତକଥା ପ୍ରକାଶ ନ କରିବା ପର୍ଯ୍ୟନ୍ତ ଅସ୍ଥିର ହେବା —୨. Uneasy feeling till one gives out a secret entrusted to him.