ପେଟ ଫାଟିଯିବା
ଦେଖଣା
ପେଟ ଫାଟିଯିବା
ଉଚ୍ଚାରଣ
[ସମ୍ପାଦନା](ପେଟ ଫାଟିପଡ଼ିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପେଟ ଫାଟିଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବହୁ ଭୋଜନ ଯୋଗୁଁ ଗର୍ଭସ୍ଫୀତି; ବାୟୁ ଯୋଗୁଁ ପେଟ ଫାଟିବା ପରି ବୋଧ ହେବା —୧. A feeling of bursting of the stomach due to excessive eating or wind.
- ୨. ଗର୍ଭପାତ —୨. Abortion.
- ୩. ଗର୍ଭସ୍ଥ ଶିଶୁର ଅବୟବ ବା ଆକାର ଅସାଧାରଣରୂପେ ପୁଷ୍ଟ ହେବା ଯୋଗୁଁ ଗର୍ଭିଣୀର ଉଦର ବିଶେଷ ଭାବରେ ସ୍ଫୀତ ହେଇ ଗର୍ଭିଣୀକୁ ଅଖଞ୍ଜିଆ ବୋଧ ହେବା —୩. Very uneasy feeling of the mother owing to an unusally large growth of the child in the womb.