Jump to content

ପେଟ ଫୁଲାଇବା

ଉଇକିଅଭିଧାନ‌ରୁ

ପେଟ ଫୁଲାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୂର୍ଣ୍ଣଭୋଜନ ବା ବାୟୁରୋଗ ଜନିତ ଉଦର ସ୍ଫୀତି; ପେଟ ଫାମ୍ପିବା — ୧. Swelling of the abdomen due to indigestion or wind in the stomach.
୨. (ଲକ୍ଷଣାର୍ଥ) ବିମର୍ଷତା —୨. (figurative) Sullenness.

ଦେଖିଲେ କଥା ନ କହେ ନ ଦେଖିଲେ ପେଟ ଫୁଲାଉ ଥାଏ ଢଗ