ପେଟ ବନ୍ଧନ କରିବା
ଦେଖଣା
ପେଟ ବନ୍ଧନ କରିବା
ଉଚ୍ଚାରଣ
[ସମ୍ପାଦନା](ପେଟ ବନ୍ଦିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା ପୂର୍ଣ୍ଣ ଗର୍ଭବତୀର ପ୍ରସବ କ୍ରିୟାକୁ ବିଲମ୍ୱିତ କରିବା —୧. To cause delay in delivery by the use of charms or black magic.
- ୨. ମନ୍ତ୍ର ଯନ୍ତ୍ରଦ୍ୱାରା ବନ୍ଧ୍ୟା କରାଇବା — ୨. To cause sterility in a woman by applying charms.