Jump to content

ପେଟ ବାନ୍ଧିବା

ଉଇକିଅଭିଧାନ‌ରୁ

ପେଟ ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

(ପେଟ ଭିଡ଼ିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପ୍ରସୂତିର ଗର୍ଭ ଫୁଲି ନ ଯିବ ବୋଲି ଜନ୍ମ କରିବାର ଅବ୍ୟବହିତ ପରେ ପେଟ ଚାରିପାଖେ ଲୁଗା ଭିଡ଼ିବା —To tie a cloth round the waist of a woman who has been newly delivered of a child, so as the belly will not become swollen afterwards.