Jump to content

ପେଟ ବିକଳା

ଉଇକିଅଭିଧାନ‌ରୁ

ପେଟ ବିକଳା

ଉଚ୍ଚାରଣ

[ସମ୍ପାଦନା]

(ପେଟ ବିକଳିଆ—ଅନ୍ୟରୂପ)

(ପେଟ ବିକଳୀ, ପେଟ ବିକଳେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

କ୍ଷୁଧାରେ ବା ଅନ୍ନାଭାବରୁ ଯେ କଲବଲ ବା ଛଟପଟ ହୁଏ — Restless through hunger.

ଏଥି ଉତ୍ତାରେ କୌଣସି ପେଟବିକିଳିଆ ବ୍ରାହ୍ମଣ ଜଳପାନ ମାଗି ବସିଲେ ସାଆନ୍ତେ ତିନି ଆଙ୍ଗୁଳିଆ ପାଞ୍ଚସାତ ପୁ଼ଞ୍ଜା ଚୁଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି ପକୀରମୋହନ. ଛମାଣ ଆଠଗୁଣ୍ଠ