ପେଟ ଭାତ
(ପେଟମୁଠାକ; ପେଟମୁଠାଏ—ଅନ୍ୟରୂପ)
ଉଦରାନ୍ନ ମାତ୍ର; ଚାକିରି ଯୋଗୁଁ କୌଣସି ନଗଦ ଦରମା ନ ମିଳି କେବଳ ମୁଠାଏ ଖୋରାକି ମିଳିବା —Only fooding given as wages to a servant.
(ଯଥା—ସେ ପେଟଭାତ ଖାଇ ସେଠେଇଁ ଚାକିରି କରିଛି)