Jump to content

ପେଟ ରଖିବା

ଉଇକିଅଭିଧାନ‌ରୁ

ପେଟ ରଖିବା

ଦେଶଜ - କ୍ରି.

[ସମ୍ପାଦନା]

ଖାଇବାବେଳେ ପୂର୍ଣ୍ଣଭୋଜନ ନ କରିବା

(ଯଥା—ପେଟ ରଖି ଖାଇଲେ କେବେହେଁ ରୋଗ ହେବ ନାହିଁ)