Jump to content

ପେଟ ଲାଗିଯିବା

ଉଇକିଅଭିଧାନ‌ରୁ

ପେଟ ଲାଗିଯିବା

ଉଚ୍ଚାରଣ

[ସମ୍ପାଦନା]

ପେଟ ପଶିଯିବା,ପେଟ ପିଠି ଲାଗିଯିବାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କିଛି ନ ଖାଇବାରୁ କିମ୍ୱା ଦୀର୍ଘ ଉପବାସ ଯୋଗୁଁ ପେଟ ଉପରର ଚମଡ଼ା ପିଠି ଆଡ଼କୁ ଲଇଁଯିବା; ପେଟର ଗହ୍ୱର ପିଠିରେ ସଂଲଗ୍ନ ହେବା —

ଅନୁବାଦ

[ସମ୍ପାଦନା]
The stomach becoming depress ed or sunken owing to fasting.