ପେଟ ସଫା ହେବା
ଦେଖଣା
ପେଟ ସଫା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟ ସଫା ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରିଷ୍କାର ଝାଡ଼ା ହେତୁ ପେଟ ଭିତରକୁ ମଇଳା ବାହାରି ଯିବା — ୧. A copious discharge of stools; a clean evacuation.
- ୨. କୌଣସି ଗୁପ୍ତ କଥାର ପ୍ରକାଶ — ୨. (figurative) Publication or divulging of any secret.
- ୩. ପ୍ରସବାନ୍ତେ ଗର୍ଭରୁ ଫୁଲ, ନାଡ଼ ଓ ରକ୍ତାଦି ନିଃଶେଷ ହୋଇ ବାହାରି ଯିବା —୩. The coming out of the placenta and blood etc from the womb after childbirth.