ପେଡ଼ା
ଦେଖଣା
ପେଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପିଟ୍ ଧାତୁ=ଏକତ୍ରିତ କରିବା+ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପେଟରା; ବାକ୍ସ —୧. Box; basket with a lid; a portmanteau.
- ୨. ମଇଁଷ ଛୁଆ — ୨. The young of a buffalo.
- ୩. ଆରୋପଣ —୩. Imposition.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଣ୍ଡ; ପେଟିକା)
[ସମ୍ପାଦନା]- ୧. ଏକ ପ୍ରକାର ମିଷ୍ଟାନ୍ନ; ଦୁଧକୁ ନିଆଁରେ ଖୁବ୍ ଗାଢ଼ କରି ଆଉଟି ତହିଁରେ ଚିନି ଆଦି ଦେଇ ପେଡ଼ି ଆକାରରେ କରାଯିବା ମିଷ୍ଟାନ୍ନ — ୧. A sweetmeat made of thickened milk and sugar.
- ୨. (ସଂସ୍କୃତ - ପୀଡ଼୍ ଧାତୁ)—ଆଖୁ ପେଡ଼ିବା ଘଣା — ୨. Sugar-mill.
- ୩. ହଳଦୀ ଆଦି ଲମ୍ୱ ବସ୍ତୁର ଖଣ୍ଡ — ୩. Long pieces of turmeric etc.
- ୪. (ସଂସ୍କୃତ - (ପୀଡ଼ନ)—ପେଡ଼ିବା କ୍ରିୟା — ୪. The act of squeezing or pressing.
ବିଶେଷଣ -
[ସମ୍ପାଦନା]ଘଣାରେ ପେଷା ହୋଇଥିବା — Squeezed or pressed in a mill.