Jump to content

ପେଡ଼ା ଆଡ଼ଖୁର

ଉଇକିଅଭିଧାନ‌ରୁ

ପେଡ଼ା ଆଡ଼ଖୁର

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

କାଠର ଓ ବେତର ପେଡ଼ିମାନ —Boxes of wood and cane.

[ ଦ୍ର—ଝିଅ ଶାଶୁଘରକୁ ଯିବା ସମୟରେ ତା ସଙ୍ଗେ ପିତୃଗୃହରୁ ପଠାଯିବା (ଖାଦ୍ୟ ଦ୍ରବ୍ୟ ଛଡ଼ା ଅନ୍ୟ) ପଦାର୍ଥମାନ (ଯଥା—ମସଲା— ମସଲି ଓ ଲୁଗାପଟା) ବେତର ପେଡ଼ି ଓ କାଠର ଚିତ୍ରିତ ବାକ୍ସ ବା ଆଡ଼ଖୁରରେ ସଜଡ଼ା ହୁଏ]