Jump to content

ପେଡ଼ିପେଡ଼ିକିଆ

ଉଇକିଅଭିଧାନ‌ରୁ

ପେଡ଼ିପେଡ଼ିକିଆ

ଉଚ୍ଚାରଣ

[ସମ୍ପାଦନା]

ପେଡ଼ିପେଡ଼ିଆ, ପେଡ଼ିପେଡ଼ିକାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

(ପିଟି—ମେଦିନୀପୁର)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେଟିକା; ପେଟୀ=ପେଡ଼ା; ପେଡ଼ାର ଆକୃତିର ଫଳ ଥିବାରୁ)

[ସମ୍ପାଦନା]

ଜବାଦିବର୍ଗର ବନ୍ୟ ଗୁଳ୍ମବିଶେଷ — Abultilon Indicum; Sida Asiatica; Hibiscus Furcatus (Haines); Trewia Nudiflora.

[ ଦ୍ର—ଏହାର ପତ୍ର ପାନପତ୍ର ପରି ଓ ପତ୍ରର ଧ଼ଡ଼ି ଦନ୍ତୁର ଗଛ ୩ ହାତ ପର୍ଯ୍ୟନ୍ତ ଉଚ୍ଚ ଫୁଲ ନାରଙ୍ଗୀ ବର୍ଣ୍ଣର ସନ୍ଧ୍ୟାବେଳେ ଫୁଲ ଫୁଟେ ଶୀତକାଳରେ ଫଳ ପାଚେ ଫଳ ଗିନା ପରି ଏକଫାଳିକିଆ ଓ ଫଳର ବ୍ୟାସ ଗୋଟଏ ଅଧଲା ପରି ଫଳର ଦେହରେ ଅବିକଳ ଦହି ଖୁଆ ପରି ୧୭ ୧୮: ଟା ପଟାପଟା ଚିରୁଡ଼ା ବା କରମଙ୍ଗିଆ ଶିରା ଥାଏ ସ୍ତ୍ରୀଲୋକ— ମାନେ ଏ ଫଳକୁ ପିଠାଉ ପାଣି ବା ଢାଉ ପାଣିରେ ବୁଡ଼ାଇ କାନ୍ଥାରେ ଛାପା ମାରନ୍ତି ଓ ସେ ଚିତା ଗୋଲାକାର ଓ କମ କମ ଦେଖାଯାଏ]