Jump to content

ପେଡ଼ିବା

ଉଇକିଅଭିଧାନ‌ରୁ

ପେଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୀଡ଼୍ ଧାତୁ)

[ସମ୍ପାଦନା]
୧. ରସ ନିଗାଡ଼ିବା ପାଇଁ କୌଣସି ବସ୍ତୁକୁ (ଆଖୁ, ତୈଳବୀଜ ଆଦି) ଚାପିବା; ଦଳିବା; ପେଷିବା —To press or squeeze a thing for juice; to press out the juice; to extract.

ମଠିଆଏ ତେଲ ପେଡ଼ିଥିବେ ନାହିଁ ସୁପ୍ରିମ୍ କୋଟରେ ଅପୀଲ କରି ଖଲାସ କରାଇ ଦେବି ଫକିରମୋହନ. ଛମାଣ ଆଠଗୁଣ୍ଠ


୨. ବିଶେଷ ପୀଡ଼ା ଦେବା — ୨. To oppress; to give much trouble.