ପେଡ଼ି ଆଡ଼ଖୁର
ଦେଖଣା
ପେଡ଼ି ଆଡ଼ଖୁର
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
କାଠର ଓ ବେତର ପେଡ଼ିମାନ —Boxes of wood and cane.
[ଦ୍ରଷ୍ଟବ୍ୟ —ଝିଅ ଶାଶୁଘରକୁ ଯିବା ସମୟରେ ତା ସଙ୍ଗେ ପିତୃଗୃହରୁ ପଠାଯିବା (ଖାଦ୍ୟ ଦ୍ରବ୍ୟ ଛଡ଼ା ଅନ୍ୟ) ପଦାର୍ଥମାନ (ଯଥା—ମସଲା— ମସଲି ଓ ଲୁଗାପଟା) ବେତର ପେଡ଼ି ଓ କାଠର ଚିତ୍ରିତ ବାକ୍ସ ବା ଆଡ଼ଖୁରରେ ସଜାଡ଼ା ହୁଏ ]