Jump to content

ପେଣ୍ଠ

ଉଇକିଅଭିଧାନ‌ରୁ

ପେଣ୍ଠ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପୀଠ ବା ପଟ୍ଟ; ପଣ୍ୟସ୍ଥାନ; ପ୍ରା. ପଣଟ୍ଟା)

[ସମ୍ପାଦନା]
୧. ଗଞ୍ଜ; ହାଟ —୧. Market; mart.
୨. ପ୍ରସିଦ୍ଧ ବାଣିଜ୍ୟ କେନ୍ଦ୍ର. ଯେଉଁସ୍ଥାନରେ ବହୁ ପରିମିତ ପଣ୍ୟ ଦ୍ରବ୍ୟର ବ୍ୟବସାୟ ହୁଏ — ୩. Emporium; a centre of trade.
୩. ପଣ୍ୟଦ୍ରବ୍ୟର ଭଣ୍ଡାର — ୩. A store for merchendise; warehouse.
୪. ଯେଉଁ ସ୍ଥାନରେ କୌଣସି ପଣ୍ୟଦ୍ରବ୍ୟ (ବସ୍ତ୍ରାଦି) ବହୁ ପରିମାଣରେ ପ୍ରସ୍ତୁତ ହୁଏ (ଯଥା. ଚିକିଟି ପେଣ୍ଠ) — ୪. A centre of manufacture of a certain merchandise.
୫. ଦଳ —୫. Group; crowd.
୬. ବେପାରିମାନଙ୍କ ଗ୍ରାମ — ୬. A village or seat of traders.
୭. ବହୁଜନସମାଗମ ସ୍ଥାନ —୭. A place crowded with many people; a resort of a large number of people.

ନିତ୍ୟ ଯେ ନୀଳଗିରି ପେଣ୍ଠ ନାମ ଗୁପତ ବଇକୁଣ୍ଠ—ଦୀନକୃଷ୍ଣ. ରସକଲ୍ଲୋଳ