ପେଣ୍ଠିଆ
ଦେଖଣା
ପେଣ୍ଠିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଛୋଟ; ବାଙ୍ଗୁରା — Dwarfish; small; stunted.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଯେଉଁ ବ୍ୟକ୍ତି ଶିକାରୀ ପଛରେ ମଞ୍ଚାରେ ବସିଥାଏ ଓ ଜନ୍ତୁ ଆସିଲେ ଶିକାରୀକୁ ଦେଖାଏ, ବନ୍ଧୁକ ଧରିଥାଏ, କାର୍ତ୍ତୁଜ୍ ଯୋଗାଏ ଓ ଶିକାରୀକୁ କୌଣସି ଜନ୍ତୁ ଆକ୍ରମଣ କଲେ ଛୁରୀଦ୍ୱାରା ତାକୁ ଆଘାତ କରେ — A person who sits behind the hunter on the machan and is aiways ready at hand to do his bidding and help him.