ପେଣ୍ଠୀ
ଦେଖଣା
ପେଣ୍ଠୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଗେଡ଼ୀ; ବାଙ୍ଗୁରୀ — ୧. Dwarfish (woman); stunted.
- ୨. ଛୋଟ —୨. Small; little.
ବିଶେଷ୍ୟ -
[ସମ୍ପାଦନା]- ୧. ଛୋଟ ମାଈ ଛେଳି ବା ମେଣ୍ଢା — ୧. A young female goat or sheep.
- ୨. ଗେଡ଼ୀ ଅଥଚ ପୁଷ୍ଟାଙ୍ଗୀ ସ୍ତ୍ରୀ — ୨. A short and sturdy woman.
କୃଷ୍ଣ କହୁଛନ୍ତି କେଉଁ ପେଣ୍ଠୀକି ତୁ ମୋର ସମାନ ହୃଦ ଗଣ୍ଠିକ—ଅଭିମନ୍ୟ ବିଦଗ୍ଧ ଚିନ୍ତାମଣି
- ୩. ସାନ ଟୋକୀ —୩. Little girl; lass.
- ୪. ଯେଉଁ ଛେଳିର ପ୍ରଥମ ଗର୍ଭ ହୋଇ ନ ଥାଏ — ୪. A she-goat which has not yat conceived.