Jump to content

ପେଣ୍ଡରା

ଉଇକିଅଭିଧାନ‌ରୁ

ପେଣ୍ଡରା

ଉଚ୍ଚାରଣ

[ସମ୍ପାଦନା]

(ପେଣ୍ଡ୍ରା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତି) ବି—(ତା. ପଣ୍ଡା=ଘୁଷୁରୀ)

[ସମ୍ପାଦନା]
୧. ହେଟା —୧. Wolf.
୨. ଏକ ପ୍ରକାର ଛୋଟ ବାଘ; ଚିତାବାଘ — ୨. Small leopard.