ପେଣ୍ଡି
ଦେଖଣା
ପେଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -(ପେଣ୍ଡାର ଆଦରାର୍ଥକ ଆକାର)
[ସମ୍ପାଦନା]- ୧. ଛୋଟ ଗୁଚ୍ଛ — ୧. A small cluster.
- ୨. ଧାତୁର ବା ପାଟଫୁଲିର ଗୁଚ୍ଛ; ଭୁଣ୍ଡିର ସ୍ତବକ — ୨. Tassels; a cluster ot pendants.
- ୩. ପିଣ୍ଡୀ; ଛୋଟ ବେଦୀ — ୩. A small platform or seat.
- ୪. ନୋଥର ତଳରେ ଝୁଲୁଥିବା ଝୁମ୍ପା —୫. A cluster of tiny pendants hanging from a circular nose-ring.