Jump to content

ପେଣ୍ଡି ଖଜୁରା

ଉଇକିଅଭିଧାନ‌ରୁ

ପେଣ୍ଡି ଖଜୁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପିଣ୍ଡ ଖର୍ଜୁର)

[ସମ୍ପାଦନା]

ଆରବ ଓ ମିଶର ଆଦି ଦେଶଜାତ ଏକ ପ୍ରକାର ଖଜୁରୀ କୋଳି —Arabian dates.

[ ଦ୍ର—ଏହା ମାଂସଳ ଓ ସୁମିଷ୍ଟ ପାଚିଲା ଫଳଗୁଡ଼ିଏ ଏକତ୍ର ରଖାଗଲେ ପିଣ୍ଡ ବା ଗୋଟା ବାନ୍ଧି ଯାଏ]