ପେତୁଣୀ
ଦେଖଣା
ପେତୁଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ପ୍ରେତା)
[ସମ୍ପାଦନା]ପିତାଶୁଣୀ; ନବ ପ୍ରସୂତି ମୃତା ହେଲେ ତାହାର ପ୍ରେତ —୧. The ghost of a woman who dies just after child-birth.
ସେହି ବରଗଛରେ ଗୋଟାଏ ବଡ଼ ପେତୁଣୀ ବସି ଡାଳ ଦୋହଲାଏ ଫକୀରମହନ—ଛମାଣ ଆଠଗୁଣ୍ଠ
- ୨. ସ୍ତ୍ରୀରୂପ ଧାରିଣୀ ଭୂତ —୨. A female ghost.