Jump to content

ପେନାଲ୍ଟି

ଉଇକିଅଭିଧାନ‌ରୁ

ପେନାଲ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପେନାଲ୍ଟୀ, ପିନାଲ୍ଟି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଅର୍ଥଦଣ୍ଡ — ୧. Fine.
୨. କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ନ କଲେ ବା ଧନ ନ ଦେଲେ ତହିଁ ଉପରେ ପଡ଼ିବା ଅଧିକା ତଣ୍ଡ — ୨. Penalty.