Jump to content

ପେନି

ଉଇକିଅଭିଧାନ‌ରୁ

ପେନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପିନାଫୋର୍)

[ସମ୍ପାଦନା]
୧. ପିଲାମାନେ ପିନ୍ଧିବା ଏକପ୍ରକାର କୁର୍ତ୍ତା (ଏହା ପଛଆଡ଼ରୁ ଡ଼ୋରିରେ ଭିଡ଼ାଯାଏ) —୧. Pinafore.
୨. (ଇଂରାଜୀ - ଏକବଚନ ପେନ୍ନୀ)—ବିଲାତ ପ୍ରଚଳିତ ତାମ୍ର ମୁଦ୍ରା; ଏକ ଶିଲିଙ୍ଗର ୧/୧୨: —୨. Penny.

(ବହୁବଚନ—ଫେନ୍ସ)