Jump to content

ପେନ୍ଦା ମୁହାଁ

ଉଇକିଅଭିଧାନ‌ରୁ

ପେନ୍ଦା ମୁହାଁ

ଉଚ୍ଚାରଣ

[ସମ୍ପାଦନା]

[ପେନ୍ଦ(ନ୍ଦୁ)ରା ମୁହାଁ—ଅନ୍ୟରୂପ)

ପେନ୍ଦା ମୁହୀଁ, ପେନ୍ଦୀ ନ୍ଦୁରୀମୁହୀଁ, ପେନ୍ଦୀ ମୁହୀଁସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିରସ ମୁହାଁ; ବିମର୍ଷ ମୁଖ ଯୁକ୍ତ; ଯେ ସବୁବେଳେ ମୁହଁ ଶୁଖାଇ ଥାଏ — Sad-faced; always wearing a gloomy expression on the face.