ପେପର୍ମେଣ୍ଟ୍
(ପେପର୍ମେଣ୍ଟ୍, ପେପରମେଟ୍, ପେପରମିଣ୍ଟ୍, ପେପରମେଣ୍ଟ୍ ପୁଦିନା— ଅନ୍ୟରୂପ)
ବିଲାତି ପୁଦିନା — Peppermint.
[ଦ୍ରଷ୍ଟବ୍ୟ —ପୁଦିନା ତଳେ ନୋଟ୍ ଦେଖ ]