ପେପର୍ ବେଟ୍
(ପେପର ଉୟେଟ୍, ପେପର ଓୟେଟ୍—ଅନ୍ୟରୂପ)
ଖଣ୍ଡଖଣ୍ଡିଆ କାଗଜ ପବନରେ ଉଡ଼ି ନ ଯିବା ପାଇଁ ତା ଉପରେ ରଖାଯିବା ସୀସାର ବା କାଚର ଗୋଲକ —Pepar-weight.