Jump to content

ପେରଣ୍ଟାଲୁ

ଉଇକିଅଭିଧାନ‌ରୁ

ପେରଣ୍ଟାଲୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବି—(ତେଲଗୁ ଭାଷାରୁ ଅନୁକୃତ)

[ସମ୍ପାଦନା]

କୌଣସି ରାଜ ଜେମା ବା ଧନୀଗୃହର ସ୍ତ୍ରୀ ମରିଗଲେ ତାହାର ପ୍ରଥମ ବାର୍ଷିକ ଶ୍ରାଦ୍ଧଦିନ ପ୍ରତିବେଶିନୀ ଓ ବନ୍ଧୁ ସ୍ତ୍ରୀ ଲୋକମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଦିଆଯିବା ଭୋଜି, ବସ୍ତ୍ର ଓ ଅଳଙ୍କାରାଦି —Feast, cloth and ornaments given to female relatives and neighbours invited to the ୧st anniversary of the death of a rich lady.