Jump to content

ପେରେଣ୍ଟାଲୁ ବସିବା

ଉଇକିଅଭିଧାନ‌ରୁ

ପେରେଣ୍ଟାଲୁ ବସିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -

[ସମ୍ପାଦନା]

କୌଣସି ମୃତା ରାଜ— ଜେମା ବା ଧନୀସ୍ତ୍ରୀର ପ୍ରଥମ ସାମ୍ୱାତ୍ସରିକ ଶ୍ରାଦ୍ଧଦିନ ସ୍ତ୍ରୀଲୋକମାନେ ନିମନ୍ତ୍ରତା ହୋଇ ଭୋଜି, ବସ୍ତ୍ର ଓ ଅଳଙ୍କାର ପାଇବା —To get fooding; cloth and ornaments on the ୧st anniversary of a Princess or rich lady.