Jump to content

ପେଲଣ

ଉଇକିଅଭିଧାନ‌ରୁ

ପେଲଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀଡ଼ନ)

[ସମ୍ପାଦନା]
୧. ପେଲିବା କର୍ମ — ୧. The act of pushing.
୨. (ଅଶ୍ଳୀଳ) ସ୍ତ୍ରୀ ସଙ୍ଗମ; ମୈଥୁନ — ୨. (indecent) Coition with a woman.