ପେଲଣା କାଠି
ଦେଖଣା
ପେଲଣା କାଠି
ଉଚ୍ଚାରଣ
[ସମ୍ପାଦନା](ପେଲଣାବାଡ଼ି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧାନ କୁଟାଳୀ ଢିଙ୍କି ଲାଞ୍ଜିରେ ଠିଆ ହୋଇ ଧାନ କୁଟୁଥିବା ସମୟରେ ଢିଙ୍କି ମୁଣ୍ଡାରେ ପଣା ହୋଇଥିବା ଧାନକୁ ନିଜର ହାତରେ ଶୁଖାଇ (ଗୋଳାଇ) ଦେବା ପାଇଁ ବ୍ୟବହୃତ ଏକପ୍ରକାର ବଙ୍କା ବାଡ଼ି —୧. A curved pole used by a person standing at the tail-end of a Ḍhiṅki to stir the corn in the hole (receiver) of the Ḍhiṅki.
- ୨. ପେଲଣା ଜାଲ ଯେଉଁ ତ୍ରିକୋଣାକାର ବନ୍ଧ ବାଉଁଶରେ ବନ୍ଧା ହୋଇଥାଏ —୨. The triangular bamboo frame of a pushing net.